ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନେଇ ପ୍ରସ୍ତୁତି - Preparations for the chandan jatra in puri
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6815150-thumbnail-3x2-puri.jpg)
ପୁରୀ: କୋରୋନା ଆତଙ୍କ ସାରା ବିଶ୍ବବାସୀଙ୍କୁ ଘାରି ଥିବାବେଳେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଓ ଆଗାମୀ ଚନ୍ଦନ ଯାତ୍ରା ଅୟୋଜନକୁ ନେଇ ଆଶା ଆଶଙ୍କା ଲାଗି ରହିଛି। ଆସନ୍ତା 26 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ଘୋଷ ଯାତ୍ରା ପାଇଁ ତିନି ରଥ ନିର୍ମାଣ ଅନୁକୂଳ ସମେତ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ପ୍ରସ୍ତୁତି ସଂପର୍କ ରେ ପ୍ରତିକ୍ରିୟା ଦେଇଛନ୍ତି ଭୋଇ ସେବକ ସର୍ଦ୍ଦାର ରବି ଭୋଇ।
TAGGED:
ମହାପ୍ରଭୁଙ୍କ ଚନ୍ଦନଯାତ୍ରା