ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ କବିତା - ଭଙ୍ଗା ଘରେ ଜୀବନ କାଟୁଛି କବିତା

🎬 Watch Now: Feature Video

thumbnail

By

Published : Nov 7, 2019, 6:24 PM IST

କେନ୍ଦ୍ରାପଡା: କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଗରିବ ଓ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ଅନେକ ଯୋଜନା । ଏହା ଯେପରି ସିଧାସଳଖ ଲୋକଙ୍କ ପାଖରେ କିପରି ପହଞ୍ଚିବ ସେଥିପାଇଁ ସରକାରୀ ଅଧିକାରୀଙ୍କୁ ଦିଆଯାଇଛି ଦାୟିତ୍ବ। ହେଲେ ଆଜି ବି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ସରକାରୀ ଘର ପାଲଟିଛି ଦିବାସ୍ବପ୍ନ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.