ଢେଙ୍କାନାଳ ଏଟିଏମ ଲୁଟ ଘଟଣା , ୪ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ - ATM LOOT DHENKANAL

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 11, 2025, 1:33 PM IST

ଢେଙ୍କାନାଳ: ପଞ୍ଚୁପଟି ସ୍ଥିତ ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ । ୪ ଆନ୍ତଃରାଜ୍ୟ ଡକାୟତ ଗିରଫ । ସେମାନଙ୍କଠାରୁ ୮ ଲକ୍ଷ ୨୭ହଜାର ଟଙ୍କା ଓ ଲୁଟରେ ବ୍ୟହୃତ କାର-ଟ୍ରକ ଜବତ କରିଛି ପୋଲିସ ।ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଢେଙ୍କାନାଳ ପୋଲିସ । 

ଢେଙ୍କାନାଳ ଏସପି ଅଭିନବ ସୋନକର କହିଛନ୍ତି,"ଗତ ୮ ତାରିଖ ବିଳମ୍ବିତ ରାତିରେ ଢେଙ୍କାନାଳ ସଦରଥାନା ପଞ୍ଚୁପଟି ସ୍ଥିତ ଏସବିଆଇ ଏଟିଏମରୁ ମୋଟ ୮ଲକ୍ଷ ୯୬ ହଜାର ଟଙ୍କା ଲୁଟ୍ ହୋଇଥିଲା । ପୋଲିସ ଲୁଟେରାମାନଙ୍କୁ ବରଗଡ଼ ସୋହେଲା ନିକଟରେ କାବୁ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଅସଲାମ ମହମ୍ମଦ ,ମହମ୍ମଦ ନାସିର ,ହରିୟାଣା ଅଞ୍ଚଳର ରଫିକ ଖାନ ଓ ସଦ୍ଦାମ ହୁସେନ ବୋଲି ଜଣାପଡ଼ିଛି । ସେପଟେ ଏହି ଗ୍ୟାଙ୍ଗ ନାଁରେ ପୂର୍ବରୁ ଢେଙ୍କାନାଳ ସମେତ କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଏକାଧିକ ଅପରାଧୀକ ମାମଲା ରହିଛି ।"

ଏହା ମଧ୍ୟ ପଢନ୍ତୁ...ଲକ୍ଷ ଲକ୍ଷ ଟଙ୍କା ଲୁଟିବା ପରେ ATM ଜାଳିଦେଲେ ଦୁବୃର୍ତ୍ତ - MISCREANTS LOOT ATM

ଏହା ମଧ୍ୟ ପଢନ୍ତୁ...ରସୁଲଗଡ ହତ୍ୟାକାଣ୍ଡ ରାଜନୀତି, ସହଦେବଙ୍କ ପରିବାର ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ - RASULGARH MURDER CASE 

ଏହା ମଧ୍ୟ ପଢନ୍ତୁ...ବୌଦ୍ଧ ଜଗନ୍ନାଥ ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ଲୁଟ୍ - JAGANNATH TEMPLE THEFT 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.