ETV Bharat / bharat

ରାଶିଫଳ: ଆଜି ସୌଭାଗ୍ୟଶାଳୀ ହେବେ ଏହି ରାଶି, ସୂର୍ଯ୍ୟଙ୍କ ଭଳି ଚମକିବ ଭାଗ୍ୟ - HOROSCOPE PREDICTIONS

ଆଜିର ରାଶିଫଳ । କେମିତି କଟିବ ଆପଣଙ୍କ ଦିନ । କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ଖବର । ପଢ଼ନ୍ତୁ ଆଜିର ରାଶିଫଳ ।

Odia Rashifal Predictions For 12 January 2025 Sunday
Odia Rashifal Predictions For 12 January 2025 Sunday (ETV Bharat)
author img

By ETV Bharat Odisha Team

Published : Jan 12, 2025, 12:00 AM IST

ମେଷ: ଆପଣ ରଚନାତ୍ମକ କାର୍ଯ୍ୟରେ ମନ ଦେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ । ଶତ୍ରୁ ପରାଜୟ ହେବ । କର୍ମରେ ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ନିଜର କାର୍ଯ୍ୟକୁ ସଫଳକାମ କରିଥିବାରୁ ପ୍ରଫୁଲ୍ଳିତ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଶାରିରୀକ ଓ ମାନସିକ ସୁସ୍ଥତା ବଜାୟ ରହିବ ।

Odia Rashifal Predictions
Odia Rashifal Predictions (ARIES)

ବୃଷ: ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵ ଗୁଡିକର ଚାପ ଥିବାର ଅନୁଭବ କରିବେ । ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ । ଧାର କରଜରେ ଦେଇଥିବା ଟଙ୍କା ପାଖକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅବିବାହିତମାନଙ୍କ ବିବାହ ସ୍ଥିର ହୋଇପାରେ ।

Odia Rashifal Predictions
Odia Rashifal Predictions (TAURUS)

ମିଥୁନ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳମୟ ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ପରିବାର, ବନ୍ଧୁବର୍ଗ ଏବଂ ଆପଣଙ୍କର ଆନନ୍ଦ ପୂର୍ଣ୍ଣ ମନୋବୃତ୍ତି ଏକତ୍ର ମିଶି ଅଧିକ ଉଲ୍ଲାସମୟ କରିପାରିବେ । ଆଶ୍ଚର୍ଯ୍ୟଜନକ ଉପହାର ପ୍ରାପ୍ତ କରିବେ ଏବଂ ଶାନ୍ତି ପୂର୍ଣ୍ଣଭାବେ ଦିନଟି ଶେଷ କରିବେ ।

Odia Rashifal Predictions
Odia Rashifal Predictions (GEMINI)

କର୍କଟ: ଆଜି ଦିନଟି ମହିଳାଙ୍କ ପାଇଁ ଭାଗ୍ୟଶାଳୀ ରହିବ । ଆପଣ ଛୋଟ ତୀର୍ଥ ଯାତ୍ରାରେ ଯାଇପାରନ୍ତି । ଏହା ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆପଣ ଆଜି ଦିନଟି ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ବିତାଇବେ । ଅର୍ଥ ପ୍ରାପ୍ତ ହୋଇପାରେ ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ଆପଣଙ୍କ ମାନସିକ ଭାବରେ ଶାନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ ।

Odia Rashifal Predictions
Odia Rashifal Predictions (CANCER)

ସିଂହ: ଆଜି ଲାଭଦାୟକ ଦିନ ଭାଗ୍ୟରେ ରହିଛି । ଆପଣଙ୍କ ମିତ୍ରମାନେ ଏବଂ ବିଶେଷତଃ ମହିଳା ଘନିଷ୍ଠ ମିତ୍ର ଆପଣଙ୍କ ପାଖରୁ ସାହାଯ୍ୟ ପାଇ ଖୁସି ହେବେ । ଧନ ବଳରେ ଆନନ୍ଦ ଉପଭୋଗ କରିବେ । ମୂଲ୍ୟବାନ ସମୟ ନଷ୍ଟ କରନ୍ତୁନାହିଁ । ଆପଣଙ୍କର ବ୍ୟବସାୟ ପାଇଁ ଆର୍ଥିକ ଲାଭ କାର୍ଡରେ ଅଛି । ଆୟ ବୃଦ୍ଧି ହେବ । ଶରୀର ସୁସ୍ଥ ରହିବ ।

Odia Rashifal Predictions
Odia Rashifal Predictions (LEO)

କନ୍ୟା: ଆପଣଙ୍କ ପାଇଁ ଆଜି ହେଉଛି ଏକ ଶୁଭ ଦିନ । ଏହା ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ହୋଇପାରେ । ଆପଣମାନଙ୍କ ଚତୁର୍ଦିଗରୁ ସଫଳତାର ବର୍ଷା ହେବ । ଆପଣ ଯାହା ଚାହୁଁଛନ୍ତି ତାହା ପାଇପାରିବେ । ନୂତନ ବ୍ୟବସାୟ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବୃତ୍ତିଗତ ସଫଳତା, ଆୟ ବୃଦ୍ଧି ଏବଂ ପଦନ୍ନୋତି ହୋଇପାରେ । ବ୍ୟକ୍ତିଗତ ଭାବେ ଆପଣ ନିଜ ବାପାଙ୍କଠାରୁ ଲାଭବାନ ହେବେ । ଘରେ ଖୁସି ଏବଂ ଶାନ୍ତି ପୂର୍ବକ ଆପଣଙ୍କ ଦିନ ସମାପ୍ତ ହେବ ।

Odia Rashifal Predictions
Odia Rashifal Predictions (VIRGO)

ତୁଳା: ଆଜି ଆପଣଙ୍କ ମନ ଶାନ୍ତ ରହିବ । ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ । ନୂଆ ଚୁକ୍ତିରେ ପ୍ରବେଶ କରିବା ପାଇଁ ଆଜି ଏକ ଶୁଭ ଦିନ । କାର୍ଯ୍ୟସ୍ଥଳରେ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ମଧ୍ୟରେ କୌଣସି ଝଗଡାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ଵ ଦିଆଯାଇପାରେ । ସାମାଜିକ କାର୍ଯ୍ୟରେ ମନ ଦେବ । ଅଯଥା ଖର୍ଚ୍ଚ ଟାରୁ ଦୂରେଇ ରୁହନ୍ତୁ ।

Odia Rashifal Predictions
Odia Rashifal Predictions (LIBRA)

ବିଛା: ଆଜି ଆପଣ ଭଗ୍ୟବାନ ସାବ୍ୟସ୍ତ ହେବେ । ପ୍ରତ୍ୟେକ କୋଣରୁ ଖୁସି ମିଳିବ । ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ । କାରବାର ଆପଣଙ୍କୁ ଖୁସି ପ୍ରଦାନ କରିବ । ବ୍ୟବସାୟରେ ଭାଗୀଦାରୀ ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ । ବନ୍ଧୁମାନଙ୍କୁ ଭେଟିବେ, ସେମାନଙ୍କ ଠାରୁ ଶକ୍ତି ଏବଂ ଉତ୍ସାହ ପାଇବେ । ପାରିବାରିକା ଜୀବନ ସୁଖମୟ ହେବ । ଅର୍ଥ ଉପାର୍ଜନରେ ବାଧା ରହିବ ନାହିଁ ।

Odia Rashifal Predictions
Odia Rashifal Predictions (SCORPIO)

ଧନୁ: ଆପଣ ଭାବନାର ଭଉଁରୀରେ ଫସି ଯାଇପାରନ୍ତି । ଆପଣ ଆଜି ଅନେକ ସୁଖଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଅବଶ୍ୟ କିଛି ବି କାମ ପ୍ରତି ଆପଣଙ୍କର ଥିବା ସଂକଳ୍ପ ଓ ନିଷ୍ଠାକୁ ପ୍ରଭାବିତ କରିପାରିବ ନାହିଁ । ଦୂରଯାତ୍ରା କରିବାର ଯୋଗ ରହିଛି । ବାହାର ଖାଦ୍ୟଠାରୁ ଦୂରତା ରଖନ୍ତୁ ।

Odia Rashifal Predictions
Odia Rashifal Predictions (SAGITTARIUS)

ମକର: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ବ୍ୟବସାୟୀ, କର୍ମଚାରୀ, ଗୃହିଣୀ ଏବଂ ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସେମାନେ ଦିନଟିକୁ ସମ୍ପୂର୍ଣ୍ଣ ଉପଭୋଗ କରିବେ । ପାରିବାରିକ ଜୀବନ ଓ ବୃତ୍ତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତ୍ରୁମାନେ ପରାଜୟ ବରଣ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ ।

Odia Rashifal Predictions
Odia Rashifal Predictions (CAPRICORN)

କୁମ୍ଭ: ଆଜି ଆପଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଦିନତମାମ ଆପଣ ଆତୁର ଓ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ନିଜର ବିବାଦୀୟ ମନୋବୃତ୍ତିକୁ ପ୍ରତ୍ଯାହାର କରି ଶାନ୍ତ ରହିବା ଉଚିତ୍‍ । ଅନ୍ୟ କଥାରେ ଉତ୍ତେଜିତ ହୋଇ ଧର୍ଯ୍ୟହରା ହୋଇପାରନ୍ତି । ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନ ଶୀଳତାକୁ ଉତ୍ସାହିତ କରିପାରେ । ଆପଣଙ୍କ ମେଧାଶକ୍ତି ପ୍ରଖର ଥିବା ହେତୁ ଆପଣ ମେଧାବୀମାନଙ୍କ ଗହଣରେ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ ।

Odia Rashifal Predictions
Odia Rashifal Predictions (AQUARIUS)

ମୀନ: ଆଜି ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ, ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷା କରନ୍ତୁ । କର୍ମଚାରୀମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆଜି ଆପଣ ନିଜର ସମ୍ପତ୍ତି କିମ୍ୱା ଯାନବାହାନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

Odia Rashifal Predictions
Odia Rashifal Predictions (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.