ସରୋଜ ସେଭଳି ପିଲା ନୁହେଁ: ପରୀ ବାପା - ସରୋଜ ସେଭଳି ପିଲା ନୁହେଁ : ପରୀ ବାପା
🎬 Watch Now: Feature Video

ନୟାଗଡ: ସରୋଜ ସେଭଳି ପିଲା ନୁହେଁ ବୋଲି ପରୀର ବାପା କହିଛନ୍ତି । ଗତକାଲି କୋର୍ଟରେ ହାଜର ହୋଇ 3 ଦିନିଆ ରିମାଣ୍ଡରେ ଆସିଛି ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସରୋଜ l ସେହିପରି ସରୋଜକୁ ଜାଣିଶୁଣି ଫସାଇଦିଆଯାଇଥିବା ପରିବାର ଲୋକେ ଏବଂ ବିଜେପି ଅଭିଯୋଗ କରିଛନ୍ତି l ଗତକାଲି ଅରୁଣ ବୋଥ୍ରାଙ୍କ ନାମରେ ମଧ୍ୟ ସରୋଜଙ୍କ ମା, 'ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l