Odisha Assembly Winter Session: ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ - ବିଧାନସଭାରେ ଘଣ୍ଟମାଡ କଲେ ବିରୋଧୀ
🎬 Watch Now: Feature Video

ଭୁବନେଶ୍ବର: ବିଧାନସଭାରେ ଜାରି ରହିଛି ମମିତା ଝଡ। ଷୋଡଶ ବିଝାନସଭାର ଅଷ୍ଟମ ଅଧିବେଶନର ଷଷ୍ଠ ଦିବସରେ ମଧ୍ୟ ଚାଲି ପାରିଲାନାହିଁ ପ୍ରଶ୍ନକାଳ କି ଶୂନ୍ୟକାଳ । ସରକାରୀ ଦଳକୁ ସଦବୁଦ୍ଧି ଦିଅନ୍ତୁ ମହାପ୍ରଭୁ ଜଗନ୍ନାଥ, ଏହା କାମନା କରି ବିରୋଧୀ ବିଜେପି ଗୃହରେ ଘଣ୍ଟ ଘଣ୍ଟି ମାଡ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛି । ଦେଖନ୍ତୁ ଏନେଇ କଣ କହୁଛନ୍ତି ବିଜେପି ବିଧାୟକ ଗଣ....