କଳିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ୍‌ - କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍

🎬 Watch Now: Feature Video

thumbnail

By

Published : Mar 3, 2021, 10:30 PM IST

ଭୁବନେଶ୍ବର: ପୁଣି କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ କଡା ଟକ୍କର । ଗୋଲ୍‌ ପାଇଁ ହେବ ଘମାଘୋଟ ଲଢେଇ । ତେବେ ଏଥର ହକି ନୁହେଁ ବରଂ ଫୁଟବଲ ଖେଳାଳିଙ୍କ ପ୍ରଦର୍ଶନ ଦେଖିବ ଓଡିଶା । ଚଳିତ ମାସ 28 ତାରିଖରୁ ମାର୍ଚ୍ଚ 27 ପର୍ଯ୍ୟନ୍ତ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ । ସେଥିପାଇଁ ଶନିବାର କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍‌ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ରୀଡା ସଚିବ ବିଶାଲ ଦେବ ଓ ଫୁଟବଲ ଓଡିଶାର ସମ୍ପାଦକ ଆର୍ଶୀବାଦ ବେହେରା ଉପସ୍ଥିତ ରହିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.