କଇଁଛ ସୁରକ୍ଷା ପାଇଁ ଆରମ୍ଭ ହେଲା ‘ମୋ ବେଳାଭୂମି ମୋ ଗର୍ବ’ - ବ୍ରହ୍ମଗିରି
🎬 Watch Now: Feature Video

ବ୍ରହ୍ମଗିରି: ମା' ବାଲି ହରଚଣ୍ଡୀ ନିକଟ ବେଳାଭୂମିରେ ‘ମୋ ବେଳାଭୂମି ମୋ ଗର୍ବ’କୁ ଶୁଭାରମ୍ଭ କରିଛନ୍ତି ପ୍ରକୃତିପ୍ରେମୀ ରମାଶଙ୍କର ପାତ୍ର। ବ୍ରହ୍ମଗିରି ବନ ବିଭାଗ ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ସହିତ ବ୍ରହ୍ମଗିରି ରେଞ୍ଜର ରଜତ କୁମାର ମହାପାତ୍ର ଯୋଗ ଦେଇଥିଲେ।