Parliament Winter Session: ଚାକିରୀ ହରାଇଥିବା ମହିଳାଙ୍କ ପାଇଁ ପ୍ରମିଳା ବିଶୋୟୀଙ୍କ ଉଦବେଗ - Pramila Bisoyi Questions in Loksabha
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-13859904-thumbnail-3x2-ff.jpg)
ନୂଆଦିଲ୍ଲୀ: ସଭାପତି ମହୋଦୟ । ମୁଁ ଆପଣଙ୍କ ଜରିଆରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ଯେ, Centre for Monitoring Indian Economy ର ତଥ୍ୟ ଅନୁସାରେ 2019 ମସିହାରେ ମହିଳା ମାନେ ପାଖାପାଖି ଦେଶର ମୋଟ ଶ୍ରମିକଙ୍କ ମଧ୍ୟରୁ ୧୧ ପ୍ରତିଶତ ଶ୍ରମିକ ମହିଳା ଥିଲେ । କିନ୍ତୁ ଏପ୍ରିଲ ୨୦୨୦ ରେ ୧୪ ପ୍ରତିଶତ ମହିଳା ଚାକିରୀ ହରାଇଥିଲେ । ଆଉ କେଉଁ ପ୍ରସଙ୍ଗ ସଂସଦରେ ଉଠାଇ କଣ କହୁଛନ୍ତି ଆସ୍କା ସାଂସଦ ପ୍ରମିଳା ବିଶୋୟୀ (Aska Member Of Parliament Pramila Bisoyi) ଦେଖନ୍ତୁ