ଜୟଦୁର୍ଗା ବେଶରେ ଦର୍ଶନ ଦେଲେ ମା' ସୁରେଶ୍ବରୀ - Maa sureswari's in jay Durga vesa

🎬 Watch Now: Feature Video

thumbnail

By

Published : Oct 6, 2019, 6:09 AM IST

ସୁବର୍ଣ୍ଣପୁର: ସହରର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଶନିବାର ଜୟଦୁର୍ଗା ବେଶ ଧାରଣ କରି ଶ୍ରଦ୍ଧାଳୁମାନକୁ ଦର୍ଶନ ଦେଇଥିଲେ । ଦେବୀ ମା' ଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଭକ୍ତଙ୍କର ବେଶ ଭିଡ଼ ଜମିଥିଲା । ରବିବାର ଦେବୀ ମା' ମହିଷ ମର୍ଦ୍ଦିନୀ ବେଶ ଧାରଣ କରିବେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.