thumbnail

By

Published : Oct 9, 2019, 7:42 PM IST

ETV Bharat / Videos

ମା'ଙ୍କୁ ମେଲାଣି, ବାଜା- ନାଚରେ କମ୍ପୁଛି ସିଲଭର ସିଟି

କଟକ: ସରିଲା ଶାରଦୀୟ ପର୍ବ । ଏବେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ । ଏଥିପାଇଁ ଭାଇଚାରାର ସହର କଟକରେ ଚାଲିଛି ମା’ଙ୍କ ଭସାଣୀ ଉତ୍ସବ । ବାଜା ରୋଷଣୀରେ କମ୍ପୁଛି ସିଲଭର ସିଟି । ଆରବରଷକୁ ଅପେକ୍ଷା କରି ଭକ୍ତମାନେ ନାଚି ଗାଇ ଝୁମି ସମସ୍ତେ ଖୁସି ଉଲ୍ଲାସରେ ମା'ଙ୍କୁ ବିଦାୟ ଦେଉଛନ୍ତି । ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.