ଡାକବଙ୍ଗଳା ଛକର ମଣିଷ ହାଟ: ପ୍ରଚୁର କଳକାରଖାନାକୁ ନିଯୁକ୍ତି ଅଭାବ - ଯାଜପୁରର ଡାକବଙ୍ଗଳା ଛକ ଯାଜପୁର ଲାଟେଷ୍ଟ ନ୍ୟୁଜ୍
🎬 Watch Now: Feature Video

ଯାଜପୁର: ପ୍ରତିଦିନ ସକାଳୁ ଯାଜପୁର ରୋଡ ରେଳ ଷ୍ଟେସନରୁ ଡାକବଙ୍ଗଳା ଛକକୁ ଛୁଟେ ଶ୍ରମିକଙ୍କ ଲମ୍ବା ଧାଡି। ଏହି ଛକ ପାଲଟି ଯାଏ ମଣିଷ ହାଟ। ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...