ସବୁଠି ପାଣି ଆଉ ପାଣି; ଦୁର୍ଦ୍ଦଶାରେ ଲୋକେ, ପ୍ରଶାସନର ନିଘା ନାହିଁ - ଯାଜପୁର ବନ୍ୟା

🎬 Watch Now: Feature Video

thumbnail

By

Published : Aug 29, 2020, 6:00 PM IST

ଯାଜପୁର ଜିଲ୍ଲାରେ ବନ୍ୟା ଯୋଗୁଁ ୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ମଧ୍ୟ ବହୁ ଗାଁ ଜଳବନ୍ଦୀରେ। ୩ ଦିନ ହେଲା ଯାଜପୁର ଜିଲ୍ଲାର ଅନେକ ଗାଁରେ ପହଞ୍ଚି ପାରିନି ସରକାରୀ ସହାୟତା। ଅନେକ ଲୋକଙ୍କ ଘରଦ୍ୱାର ବ୍ୟାନରେ ଭାଙ୍ଗି ଯାଇଥିବା ବେଳେ ଗାଇ ଗୋରୁ ଗୃହପାଳିତ ପଶୁ ଏବେ ଭୋକିଲାରେ । ତେବେ କଣ ରହିଛି ଗ୍ରାଉଣ୍ଡ ସ୍ଥିତି ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.