ପରୀ ତଦନ୍ତରେ ନୂଆ ଟ୍ବିଷ୍ଟ, ମୁଖ୍ୟ ରାସ୍ତାରେ ବାଉଁଶ ପକାଇ ଗ୍ରାମବାସୀଙ୍କ ଏସଆଇଟିକୁ ବିରୋଧ - ହରିଜନ ସାହି ବାସିନ୍ଦାଙ୍କ ବିରୋଧ

🎬 Watch Now: Feature Video

thumbnail

By

Published : Dec 8, 2020, 10:18 PM IST

ନୟାଗଡ଼: ଏସଆଇଟି ଟିମକୁ ଯଦୁପୁର ଗାଁ ଲୋକଙ୍କ ବିରୋଧ। ଗାଁ ମୁଖ୍ୟ ରାସ୍ତାରେ ବାଉଁଶ ପକାଇ ରାସ୍ତା ବନ୍ଦ କଲେ ଯଦୁପୁରବାସୀ। ବହୁ ଚର୍ଚ୍ଚି ନୟାଗଡ଼ ପରୀ ହତ୍ୟାକାଣ୍ଡକୁ ନେଇ ତଦନ୍ତକୁ ଜୋରଦାର କରୁଛି ଏସଆଇଟି। ଏଥିପାଇଁ ଅନେକ ଲୋକଙ୍କୁ ତଦନ୍ତ ପରିସର କରି ତଦନ୍ତ କରୁଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ। ତେବେ ଆଜି(ମଙ୍ଗଳବାର) ଯଦୁପୁରରେ ଚଢ଼ାଉ ବେଳେ ଯଦୁପୁରର ହରିଜନ ସାହି ବାସିନ୍ଦା ଏହାକୁ ବିରୋଧ କରିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.