ଗଜପତିର ଗୌରବ, ଜାତୀୟ ପୁରସ୍କାର ପାଇବେ ଦିବ୍ୟାଙ୍ଗ - Disable niranjan behera

🎬 Watch Now: Feature Video

thumbnail

By

Published : Nov 25, 2019, 3:32 PM IST

ଗଜପତି: ଦିବ୍ୟାଙ୍ଗ ନିରଞ୍ଜନଙ୍କୁ ମିଳିବ ଜାତୀୟ ପୁରସ୍କାର । ଦିବ୍ୟାଙ୍ଗଙ୍କ ଅଧିକାରର ସୁରକ୍ଷା ପାଇଁ 20ବର୍ଷ ଧରି ଲଢେଇ କରୁଥିବା ନିରଞ୍ଜନଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା 3ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ସମ୍ବର୍ଦ୍ଧିତ କରାଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.