ମୁଣ୍ଡୁଳି ଓ ନରାଜ ବ୍ୟାରେଜରେ କମୁଛି ବନ୍ୟାଜଳ - Munduli arrage

🎬 Watch Now: Feature Video

thumbnail

By

Published : Aug 27, 2020, 10:12 PM IST

କଟକ: ମୁଣ୍ଡୁଳୀ ଓ ନରାଜ ବ୍ୟାରେଜରେ କମୁଛି ବନ୍ୟା ଜଳ ପ୍ରବାହ । ମୁଣ୍ଡୁଳୀରେ ଆଜି 7 ଲକ୍ଷ 25 ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିଲା ବେଳେ ନରାଜରେ 3 ଲକ୍ଷ 60 ହଜାର 861 କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ଗତବର୍ଷ ତୁଳନାରେ ବନ୍ୟା ଜଳ ପ୍ରବାହ କମ ରହିଛି । ଯାହା ଆଗମୀ ଦିନରେ ଆହୁରି କମିବା ନେଇ କହିଛନ୍ତି ନରାଜ କଣ୍ଟ୍ରୋଲ ରୁମ ଇନଚାର୍ଜ । କଟକରୁ ପ୍ରଭକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.