ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଶାଶୁ-ବୋହୂ ମୃତ - navin pattnaik
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9531862-thumbnail-3x2-ui.jpg)
ଆନନ୍ଦପରୁ: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ସମ୍ମୁଖ ଷ୍ଟେଟ୍ ବ୍ୟାଙ୍କ ଶାଖା ପଛ ପଟ କଲୋନୀରେ ଘଟିଛି ଏକ ଦୁଃଖଦ ଘଟଣା । ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଶାଶୁ ବୋହୂ ମୃତ । ସୂଚନାଅନୁସାରେ, ଶାଶୁ କାନନ ଚା କରିବାକୁ ରୋଷେଇ ଘରେ ଗ୍ୟାସ ଲଗାଇବା ସମୟରେ ହଠାତ୍ ଗ୍ୟାସରୁ ନିଆଁ ଲାଗିଯାଇଥିଲା । ନିଆଁରେ ଫସି ଯାଇଥିବା କାନନଙ୍କ ପାଟି ଶୁଣି ବୋହୂ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ ।ଶାଶୁଙ୍କୁ ବଞ୍ଚାଇବାକୁ ଯାଇ ବୋହୂ ସୁନୀତା ମଧ୍ୟ ନିଆଁରେ ଜଳି ଯାଇଥିଲେ ।