ଆଇପିଏଲ ପ୍ଲେ ଅଫ ରେସ: ପୂର୍ବତନ ଓଡିଶା ଅଧିନାୟକ ନଟରାଜ ବେହେରାଙ୍କ ସହ ସ୍ବତନ୍ତ୍ର ଆଲୋଚନା

By

Published : Nov 6, 2020, 1:36 PM IST

thumbnail

କଟକ: ଆଇପିଏଲ ପ୍ଲେ ଅଫରେ ଆଜି ଖେଳାଯିବ ଏଲିମିନେଟର ମୁକାବିଲା । ଯେଉଁଥିରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ । କିଙ୍ଗ କୋହଲିଙ୍କୁ କିପରି ଡେଭିଡ ୱାର୍ଣ୍ଣର କରିବେ ଟ୍ରାକ । ଚହଲ ଓ ରସିଦଙ୍କ ମଧ୍ୟରେ କେମିତି ହେବ ଫାଇଟ । ଏବି ଡିଭିଲିୟର୍ସ ତାଙ୍କର 360 ନାମ ବଜାୟ ରଖିବେ କି ନାହିଁ । ମ୍ୟାଚକୁ ନେଇ ମନରେ ଥିବା ତମାମ ପ୍ରଶ୍ନର ଉତ୍ତର ଜାଣିବାକୁ ଇଟିଭି ଭାରତ ପ୍ରତିନିଧି ପୂର୍ବତନ ଓଡିଶା ଓ ଇଷ୍ଟ ଜୋନର ଦକ୍ଷ ଅଧିନାୟକ ନଟରାଜ ବେହେରାଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି । ଶୁଣନ୍ତୁ ଆଲୋଚନା ସମୟରେ କଣ ସବୁ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ନଟରାଜ ବେହେରା । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.