ବାଲେଶ୍ବର ସଦର ବିଜେଡି ପ୍ରାର୍ଥୀଙ୍କୁ ନେଇ ତୁଟିଲା ଅସନ୍ତୋଷ - constituency
🎬 Watch Now: Feature Video

ବାଲେଶ୍ବର: ରାଜ୍ୟରେ ବଢିଲାଣି ଉପନିର୍ବାଚନ ତାତି । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ମାତ୍ର ବାଲେଶ୍ବର ସଦର ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ସ୍ୱରୂପ ଦାସଙ୍କ ନାମ ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ହେଲେ ଆଜି ସମସ୍ତ ବିବାଦର ସମାଧାନ ହୋଇଯାଇଥିବା କହିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।