ସୀମା ବିବାଦକୁ ନେଇ ଗୃହରେ ତାତି, ଉତ୍ତର ରଖିଲେ ସୁଦାମ ମାରାଣ୍ଡି - odisha assembly news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10765186-thumbnail-3x2-sudamarandi.jpg)
ଭୁବନେଶ୍ବର: ସୀମା ବିବାଦ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କୋଟିଆ ସମେତ ସୀମାବର୍ତ୍ତି ଅଞ୍ଚଳରେ ମୌଳିକ ସୁବିଧା ସରକାର ପହଞ୍ଚାଇବାରେ ବିଫଳ । ପିଇବା ପାଣି, ଘର, ସ୍କୁଲ, ଡାକ୍ତରଖାନାର ଘୋର ଅଭାବ ରହିଛି ,ବିଦ୍ୟୁତ ସେବା ନାହିଁ, ଷ୍ଟାଟସ କୋ ମେଣ୍ଟେନ କରିପାରୁନାହାନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତା। ସେପଟେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନା କରି ଲୋକଙ୍କୁ ସୁବିଧା ଯୋଗାଉଛନ୍ତି । ସେଥିପାଇଁ ଲୋକ ଆନ୍ଧ୍ରକୁ ଢଳୁଛନ୍ତି ।