thumbnail

ଖାନ ନଗର ନିକଟରେ ବୁଲୁଛି ହରିଣ, ଭିଡିଓ ଭାଇରାଲ୍

By

Published : May 27, 2021, 12:58 PM IST

କଟକ: ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ହରିଣ ବୁଲୁଥିବାର ଦେଖିବାକୁ ମିଳିଛି। କେଉଁଠାରୁ ହରିଣଟି ଆସିଲା ତାହା ଜଣାପଡିନାହିଁ। ଏନେଇ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଉଛି ଯେଉଁ ସ୍ଥାନରେ ହରିଣଟି ଦେଖିବାକୁ ମିଳିଛି ତାହା ପୁଣି ଜନବସତି ଅଞ୍ଚଳ ନିକଟରୁ। ଉକ୍ତ ଅଞ୍ଚଳ ନିକଟରେ କୌଣସି ଜଙ୍ଗଲ ମଧ୍ୟ ନାହିଁ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.