କଂଗ୍ରେସ ଜିଲ୍ଲା ସଭାପତିଙ୍କ ବୈଠକ ଆରମ୍ଭ - DCC meeting start
🎬 Watch Now: Feature Video

ଭୁବନେଶ୍ବର: ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ନେତୃତ୍ବରେ ଆରମ୍ଭ ହେଲା କଂଗ୍ରେସ ଭବନରେ ନବ ନିଯୁକ୍ତ ଜିଲ୍ଲା ସଭାପତିମାନଙ୍କ ବୈଠକ । ଦଳର ଆଗାମୀ ରଣନୀତି ନେଇ ହେବ ବ୍ୟାପକ ଚର୍ଚ୍ଚା ଓ ଆଲୋଚନା । ସଂଗଠନ ମଜଭୁତ କରିବା ନେଇ ଜିଲ୍ଲା ସଭାପତିମାନଙ୍କୁ ଟାସ୍କ ଦେବେ ପ୍ରଭାରୀ ।