କଟକରେ ଲକଡାଉନର 2ୟ ଦିନ, ଦେଖନ୍ତୁ କ'ଣ ରହିଛି ସ୍ଥିତି - କଟକ ନ୍ୟୁଜ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8086528-thumbnail-3x2-sdf.jpg)
କଟକ: ଜିଲ୍ଲାରେ ଜାରି ରହିଛି ଲକଡାଉନ । ରାଜରାସ୍ତାରେ ଦେଖିବାକୁ ମିଳୁଛି ସମାନ୍ୟ ଗହଳି । କାରଣ ଜରୁରୀ କିଛି ଦୋକାନ ଖୋଲା ଥିବରୁ ଏହି ଦୃଶ୍ୟ ଦେଖିବାକୁ ମିଳୁଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ