କନ୍ଧମାଳକୁ ଫେରିଛି ଶୀତ, କୁହୁଡି ଚାଦର ଘୋଡାଇ ହୋଇଛି ସହର

By

Published : Jan 24, 2022, 12:31 PM IST

Updated : Jan 24, 2022, 12:39 PM IST

thumbnail
ଫୁଲବାଣୀ: କିଛିଦିନ ବ୍ୟବଧାନ ପରେ ଘନ କୁହୁଡି ସହ କନ୍ଧମାଳରେ ଶୀତ ଲହରୀ ଜାରି ରହିଛି । ଜିଲ୍ଲାର ଫୁଲବାଣୀରେ 10 ଡିଗ୍ରୀ ତାପମାତ୍ରା ରହିଥିଲା ବେଳେ ଶୀତର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ପରେ ଆସ୍ତେ ଆସ୍ତେ ପାରଦ ଖସୁଥିବାବେଳେ ବଢୁଛି ଶୀତ । କୁଡୁଡି ଚାଦର ଜିଲ୍ଲାକୁ ଢାଙ୍କି ରଖିଥିବା ବେଳେ ସକାଳୁ ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ସେପଟେ ନିଜକୁ ଫିଟ୍ ରଖିବା ପାଇଁ କେହିକେହି ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍ ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ
Last Updated : Jan 24, 2022, 12:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.