thumbnail

By

Published : Nov 18, 2020, 4:18 PM IST

ETV Bharat / Videos

ନାବାଳିକା ଗଣଦୁଷ୍କର୍ମ ମାମଲା, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଶୁଣାଣି

ଭୁବନେଶ୍ବର: ଆଜି ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ହେଉଛି ଶୁଣାଣି । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରୁଛନ୍ତି ଆୟୋଗର ଅଧ୍ୟକ୍ଷା । ଏନେଇ ପୂର୍ବରୁ ହୋଇଥିବା ନୋଟିସ ଆଧାରରେ କୋର୍ଟରେ ହାଜର ହୋଇଛନ୍ତି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପିଆରଓ ଏବଂ ଅଭିଯୋଗକାରିଣୀ । ମାମଲାରେ ସମ୍ପୃକ୍ତ ଗଣମାଧ୍ୟମର ଏମଡିଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.