ବିନା ଡିଗ୍ରୀରେ ବୈଜ୍ଞାନିକ, ତିଆରି କଲେ ସ୍ବୟଂଚାଳିତ କୁଲର - ରାଜଧାନୀର ଆବେୱେଷ୍ଟ

🎬 Watch Now: Feature Video

thumbnail

By

Published : Jan 18, 2020, 9:24 PM IST

ଭୁବନେଶ୍ବର: ଦୃଢ ଇଚ୍ଛାଶକ୍ତି ଆଉ କିଛି କରି ଦେଖାଇବାର ସଂକଳ୍ପ ସ୍ବପ୍ନକୁ ଦେଇଛି ବାସ୍ତବତା । ନାଁ ଅଛି ଡିଗ୍ରୀ ନା ବେଶି ପାଠ ପଢିଛନ୍ତି । ଅଧାରୁ ପାଠ ଛାଡି ଗାଁରେ ବୁଲିଥିବା ଯୁବକ ଏଭଳି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି । ଏମାନେ ତିଆରି କରିଛନ୍ତି ଅଟୋମେଟିକ କୁଲର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.