ବିସ୍ମୟ ବାଳକ ବୁଦ୍ଧାଦିତ୍ୟ, ମାର୍ଚ୍ଚ 14ରେ ଦିଲ୍ଲୀରେ ଦୌଡିବ 50 କିମି - ମାର୍ଚ୍ଚ 14ରେ 6 ଘଣ୍ଟାରେ ଦିଲ୍ଲୀ ରାସ୍ତାରେ ଦୌଡିବ 50 କିମି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6388662-204-6388662-1584037791189.jpg)
ଭୁବନେଶ୍ବର: ବୁଦ୍ଧିଆ ସିଂହ ପରେ ଏବେ ଆଉ ଜଣେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ । ବୟସ ମାତ୍ର 4 ବର୍ଷ । ହେଲେ ରେକର୍ଡ ନିଶାରେ ଦୌଡୁଥିବା ବୁଦ୍ଧାଦିତ୍ୟ ଆସନ୍ତା 14 ତାରିଖରେ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ନୋଏଡା ରନିଂ ଫେଷ୍ଟିଭାଲରେ ଭାଗ ନେବାକୁ ଯାଉଛି । ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।