2018 ଓପିଏସସି ପରୀକ୍ଷା ଫଳ ପ୍ରକାଶିତ: ପରିବାରର ରେକର୍ଡ ବଜାୟ ରଖିଲେ ସୁଧାପଦ୍ମା ଲେଙ୍କା

By

Published : Jan 7, 2020, 10:52 AM IST

thumbnail
ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି 2018 ବ୍ୟାଚର ଓପିଏସସି ପରୀକ୍ଷା ଫଳ। ଏଥିରେ ମୋଟ 218ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଯେଉଁଥିରେ ନିଜର ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲ କରିଥିବା ଭୁବନେଶ୍ବରର ସୁଧାପଦ୍ମା ଲେଙ୍କା ନାଁ ମଧ୍ୟ ସାମିଲ ରହିଛି। ସେ ଓପିଏସସି ପରୀକ୍ଷାରେ 38 ତମ ସ୍ଥାନ ହାସଲ କରିଥିବାବେଳେ ନିଜ ପରିବାରର ରେକର୍ଡ ମଧ୍ୟ ବଜାୟ ରଖିଛନ୍ତି। ଶୁଣନ୍ତୁ ନିଜ ସଫଳତାକୁ ନେଇ କଣ କହୁଛନ୍ତି ସେ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.