ବାରବାଟୀରେ ମହିଳା ଚାଲେଞ୍ଜର ଟ୍ରଫିର ମହାଲଢେଇ, ଦେଖନ୍ତୁ ଭିଡିଓ - ମହିଳା ଚାଲେଞ୍ଜର ଟ୍ରଫି
🎬 Watch Now: Feature Video

ବାରବାଟୀରେ ଶେଷ ହେଲା ଆଉ ଏକ ମେଗା ଇଭେଣ୍ଟ । ବର୍ଷ ଆରମ୍ଭରୁ କଟକବାସୀ ଦେଖିଲେ ଆଉ ଏକ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ। ସମାପ୍ତ ହେଲା 6 ଦିନ ଧରି ଚାଲିଥିବା ମହିଳା ଚାଲେଞ୍ଜର ଟ୍ରଫି। ଆଉ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଲା ଭାରତ-ସି।