thumbnail

By

Published : Jul 26, 2021, 5:18 PM IST

ETV Bharat / Videos

ଦିଲ୍ଲୀ ବିମାନ ବନ୍ଦରରେ ମୀରାବାଇଙ୍କୁ ସ୍ବାଗତ

ନୂଆଦିଲ୍ଲୀ: 'ଭାରତ ମାତା କି ଜୟ', 'ବନ୍ଦେ ମାତରମ୍‌' ଧ୍ବନି ପ୍ରକମ୍ପିତ ହେଲା ଦିଲ୍ଲୀ ବିମାନବନ୍ଦରରେ । ସ୍ବଦେଶ ଫେରିଲେ ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ବିଜୟନୀ ମୀରାବାଇ ଚାନୁ । ସୋମବାର ଅପରାହ୍ନରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୀରାବାଇ ପହଞ୍ଚିବା କ୍ଷଣି ବିମାନବନ୍ଦର କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.