ETV Bharat / bharat

ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ଅର୍ଥଲାଭ, ଏମାନେ ଭୋଗିପାରନ୍ତି ସ୍ବାସ୍ଥ୍ୟ ସମସ୍ୟା - DAILY ODIA HOROSCOPE

author img

By ETV Bharat Odisha Team

Published : 3 hours ago

Daily Odia Rashifal: ଆଜି ଆପଣଙ୍କ ଦିନ କେମିତି କଟିବ ? ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସାବଧାନ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Daily Odia Rashifal
Daily Odia Rashifal (ETV Bharat Odisha)

ମେଷ: ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଏବଂ ସାଂସାରିକ ରହିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଏବଂ ଅନ୍‌ଫିଟ୍‌ ଅନୁଭବ କରିପାରନ୍ତି । ଆଜି କଠିନ କାର୍ଯ୍ୟ ନ କରି ବିଶ୍ରାମ ନିଅନ୍ତୁ । ବୁଲାବୁଲି କରିବାକୁ ଯୋଜନା କରିଥିଲେ ଏହାକୁ କିଛିଦିନ ପାଇଁ ଘୁଞ୍ଚାନ୍ତୁ । କର୍ମକ୍ଷେତ୍ରରେ କାର୍ଯ୍ୟାଚାପ ରହିପାରେ । ସନ୍ଧ୍ୟା ସମୟରେ ସାମାନ୍ୟ ଆଶ୍ବସ୍ତି ମିଳିବ ।

Daily Odia Rashifal
Daily Odia Rashifal (ARIES)

ବୃଷ: ଆଜି ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ରହିବ । କର୍ମ ଅନୁସାରେ ଫଳ ମିଳି ନପାରେ । ଦାମ୍ପତ୍ୟ ଜୀବନରେ ଫାଟ ହୋଇପାରେ । ତେଣୁ ଆଜି କଥା କହିବା ସମୟରେ ମାପିଚୁପି କୁହନ୍ତି । ପଡ଼ୋଶୀଙ୍କ ସହ ଝଗଡ଼ା ହୋଇପାରେ । ଦୂରଯାତ୍ରା କରିବାକୁ ପଡ଼ିପାରେ । ଆଜି କାହାଠାରୁ ଧାର କରଜ କିମ୍ବା କାହାକୁ ଋଣ ଦିଅନ୍ତୁ ନାହିଁ । ଥଣ୍ଡା କାଶ ଜନିତ ସମସ୍ୟା ଦେଖା ଦେଇପାରେ ।

Daily Odia Rashifal
Daily Odia Rashifal (TAURUS)

ମିଥୁନ: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ । ପରିବାର, ବନ୍ଧୁବର୍ଗ କିମ୍ୱା ପ୍ରିୟଜନଙ୍କ ସହିତ ମଜା କୌତୁହଳରେ ଦିନଟି କଟିଯିବ । ବ୍ୟବସାୟରେ ଆଶାତିତ ଲାଭ ହେବ । ଘରକୁ ସୌଖୀନ ଜିନିଷ କିଣାକିଣି କରିବେ । ସୁସ୍ବାଦୁ ଖାଦ୍ୟ ଖାଇପାରନ୍ତି । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବ । କର୍ମଚଞ୍ଚଳ ରହିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ ।

Daily Odia Rashifal
Daily Odia Rashifal (GEMINI)

କର୍କଟ: ସାଧାରଣ ଭାବରେ ଏହି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ ଏବଂ କୌଣସି ବଡ ଧରଣର ଘଟଣା ଘଟିବ ନାହିଁ । ଆପଣଙ୍କ ଚାରିପଟେ ସମସ୍ୟା ରହିବ । ଆପଣଙ୍କ ମନ ତୀବ୍ରଗତିରେ କାମ କରିବ । ଆପଣ କରିଥିବା ପ୍ରଚେଷ୍ଟା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ଆପଣ ରାଗି ପାରନ୍ତି । କିନ୍ତୁ ଦିନର ଦ୍ବିତୀୟାର୍ଦ୍ଧରେ ଆପଣଙ୍କୁ ଖୁସି ଖବର ମିଳିବ ।

Daily Odia Rashifal
Daily Odia Rashifal (CANCER)

ସିଂହ: ଆଜି ଜୀବନଶୈଳୀରେ ସୁଧାର ଆସିବ । ବାକି ପଡିଥିବା ବହୁତ ଦିନର ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ନୂଆ ଜିନିଷ ଘର ପାଇଁ କିଣାକିଣି କରିପାରନ୍ତି । ପ୍ରେମ ସମ୍ପର୍କରେ ସୁଧାର ଆସିବ । କର୍ମକ୍ଷେତ୍ର କିମ୍ବା ସାମାଜିକ ସ୍ତରରେ ସହକର୍ମୀମାନଙ୍କର ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହେବେ । ଦୀର୍ଘଦିନର ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହେବ । ଚିନ୍ତା ମୁକ୍ତ ହେବେ ।

Daily Odia Rashifal
Daily Odia Rashifal (LEO)

କନ୍ୟା: କର୍ମକ୍ଷେତ୍ରରେ ସହଜରେ କାମ ହାସଲ ହେବା କଷ୍ଟକର ହେବ । ଅଯଥା ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ ବିବାଦ ବୃଦ୍ଧି ପାଇବା କାରଣରୁ ମଧ୍ୟାହ୍ନରେ ଟେନସନ୍‌ ବଢିପାରେ । ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ନିଜ କଟୁ କଥା ପାଇଁ ସମାଲୋଚିତ ହୋଇପାରନ୍ତି । ଭଲ ସମ୍ପର୍କ ନଥିବା ବନ୍ଧୁମାନଙ୍କ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ ।

Daily Odia Rashifal
Daily Odia Rashifal (VIRGO)

ତୁଳା: ସମସ୍ତ ପ୍ରକାର ସଫଳତା ହାସଲ କରିବେ । ପରୋପକାର କାର୍ଯ୍ୟରେ ସମୟ ଅତିବାହିତ କରିବେ । ବ୍ୟବସାୟୀଙ୍କ ପାଇଁ ଲାଭର ଦିନ ହେବ । ମୋଟା ଅଙ୍କର ଲାଭ ରୋଜଗାର କରିବେ । ଅନ୍ୟ ସ୍ଥାନରୁ ଚାକିରି ପାଇଁ ଭଲ ଅଫର ମିଳିପାରେ । ଚାକିରିଆଙ୍କ ପାଇଁ ହସଖୁସିର ଦିନ ହେବାକୁ ଯାଉଛି । ବହୁଦିନ ଧରି ଲାଗି ରହିଥିବା ସମସ୍ୟାର ସହଜରେ ସମାଧାନ ହେବ । ପ୍ରତ୍ୟେକ କାର୍ଯ୍ୟକୁ ସଫଳତାରେ ଶେଷ କରିବେ । ଏଥିପାଇଁ ପ୍ରଶଂସିତ ହେବେ ।

Daily Odia Rashifal
Daily Odia Rashifal (LIBRA)

ବିଛା: ଆଜି ଆପଣ ଭାଗ୍ୟଶାଳୀ ହେବେ । ଏହି ଦିନ ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ଏବଂ ଭଲ ଭାଗ୍ୟ ଆଣିବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାମରେ ଖୁସୀ ଏବଂ ସନ୍ତୁଷ୍ଟ ହେବେ । କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଆରାମରେ ହୋଇଯିବ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ । ଆପଣଙ୍କ ପିଲାମାନେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷୀରେ ସଫଳ ହେବେ ।

Daily Odia Rashifal
Daily Odia Rashifal (SCORPIO)

ଧନୁ: ନିର୍ମାଣାଧୀନ କାମ ଗୁଡିକ ବାଧାପ୍ରାପ୍ତ ହୋଇପାରେ । ମାନସୀକ ଓ ଶାରୀରିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି । ବାହାର ଖାଇବା ଠାରୁ ସତର୍କ ରୁହନ୍ତୁ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଅଫିସ୍‌ରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ରାଜନୈତିକ ସ୍ତରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ।

Daily Odia Rashifal
Daily Odia Rashifal (SAGITTARIUS)

ମକର: ଆକସ୍ମିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଏହା ଦୁଇଟି କାରଣରୁ ହୋଇପାରେ, ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ସାମାଜିକ କାରଣରୁ ବାହାରକୁ ଯିବା । ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ଆର୍ଥିକ ସମସ୍ୟା ଦେଖା ଦେଇପାରେ । ଧାର କରଜ ଠାରୁ ଦୂରତା ରଖନ୍ତୁ । ପେଟ ଜନିତ ସମସ୍ୟା ଦେଖା ଦେଇପାରେ ।

Daily Odia Rashifal
Daily Odia Rashifal (CAPRICORN)

କୁମ୍ଭ: ଆଜିଦିନ ଆପଣଙ୍କ ପାଇଁ ପ୍ରେମଭାବ ଏବଂ ଉତ୍ସାହରେ ଭରା ରହିବ । ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ ପାଇଁ ମ୍ୟାଜିକ ସୃଷ୍ଟି କରିବ । ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ଠିକ୍‌ ସମୟରେ ସମାପ୍ତ କରିବାରେ ସମ୍ଭବ କରାଇବ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ନୂତନ ବ୍ୟବସାୟ ପାଇଁ ଆଜିର ଦିନ ଭଲ ରହିବ ।

Daily Odia Rashifal
Daily Odia Rashifal (AQUARIUS)

ମୀନ: ନକ୍ଷତ୍ରର ପ୍ରଭାବରେ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସନ୍ତୁଳିତ ରହିବ । ଘରେ ଏକ ଶାନ୍ତ ବାତାବରଣ ଏବଂ ଏକ ସହଯୋଗୀ କାର୍ଯ୍ୟ ପରିବେଶ ଆପଣଙ୍କୁ ଖୁସୀ ଏବଂ ସନ୍ତୁଷ୍ଟ କରିବ । ମିଠା କଥା କହି ଆପଣ ସହଜରେ କାମ ହାସଲ କରିବେ । ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି । ଆର୍ଥିକ ସଂକଟ ମଧ୍ୟ ଦୂର ହେବ । ବ୍ୟବସାୟୀଙ୍କ ପାଇଁ ଲାଭର ଦିନ ହେବାକୁ ଯାଉଛି । ବିଦ୍ୟାର୍ଥୀ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ ।

Daily Odia Rashifal
Daily Odia Rashifal (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.