Tokyo Olympics: ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ, ପରିବାର ଉତ୍ସବମୁଖର - Javelin Throw
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12705004-thumbnail-3x2-neeraj-chopra.jpg)
ଟୋକିଓ: ଅଲମ୍ପିକ ଇତିହାସରେ ନିଜ ନାଁ ସ୍ବର୍ଣ୍ଣ ଅକ୍ଷରରେ ଲେଖି ଦେଇଛନ୍ତି ହରିୟାଣାର ସୁନା ପୁଅ ନୀରଜ ଚୋପ୍ରା। ୮୭.୫୮ ମିଟର ବର୍ଚ୍ଛା ଫିଙ୍ଗି ସ୍ବର୍ଣ୍ଣ ପଦକ ସହ ୧୩୦ କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଛନ୍ତି ସେ । ଅଲମ୍ପିକ୍ସ ଆଥଲେଟିକ୍ସରେ ଏହା ପ୍ରଥମ ପଦକ । ସେପଟେ ନୀରଜ ଜିତିବା ପରେ ତାଙ୍କ ପରିବାରରେ ରହିଛି ଉତ୍ସବର ମାହୋଲ । ତାଙ୍କ ବିଜୟ ପରେ ତାଙ୍କ ମା ଓ ଭଉଣୀଙ୍କ ଇଟିଭି ଭାରତକୁ ଦେଇଛନ୍ତି ନିଜର ପ୍ରତିକ୍ରିୟା ।
Last Updated : Aug 7, 2021, 9:05 PM IST