ଦିଲ୍ଲୀରେ ଦୌଡିବେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ - ଭୁବନେଶ୍ବରରୁ ପୁରୀ ଦୌଡିଛନ୍ତି ବୁଦ୍ଧାଦିତ୍ୟ
🎬 Watch Now: Feature Video
ଭୁବନେଶ୍ୱର: ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପ୍ରାରମ୍ଭରୁ ମିଳିଥାଏ ପ୍ରତିଭାର ପରିଚୟ । ଏଇ ଯେମିତି ବାଳକ ବୁଦ୍ଧାଦିତ୍ୟ, ବୟସ ମାତ୍ର ପାଞ୍ଚ ଛୁଇଁଛି । ଘର ଭୁବନେଶ୍ବର ଏରୋଡ୍ରମ ଅଞ୍ଚଳରେ । କୁନି ବୁଦ୍ଧାଦିତ୍ୟ ଅନେକଙ୍କ ପାଇଁ ସେ ବିସ୍ମୟ, ବିରଳ ଓ ଅବିଶ୍ବସନୀୟ ।