ଆଇପିଏଲ 2020: ହୋଟେଲରୁ ପଡିଆ ଅଭିମୁଖେ ଖେଳାଳି - ଚେନ୍ନାଇ ବନାମ ମୁମ୍ବାଇ 2020
🎬 Watch Now: Feature Video

ଆବୁଧାବି: ଆଜି ଆଇପିଏଲର ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଓ ଚେନ୍ନାଇ । ୟୁଏଇ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଭାରତୀୟ ସମୟ ସଂଧ୍ୟା 7.30ରୁ ଆରମ୍ଭ ହେବ ମ୍ୟାଚ । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଟେଲରୁ ବାହାରି ଖେଳାଳିମାନେ ପଡିଆ ମଧ୍ୟକୁ ପ୍ରବେଶ କରିସାରିଲେଣି ।