thumbnail

ଆଇପିଏଲ ସମର: ଫ୍ଲାଟ ପିଚରେ ବ୍ୟାଟ୍ସମ୍ୟାନଙ୍କୁ ସ୍ପିନ କରିପାରେ ବୁମେରାଂ

By

Published : Sep 19, 2020, 6:51 PM IST

କଟକ: ଆଜିଠୁ ଆରମ୍ଭ ହେବ ଲୋକ ପ୍ରିୟ ଲିଗ ଆଇପିଏଲ । ଯାହାକୁ ନେଇ ସମସ୍ତେ ଉତ୍‌କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଏହି ଆଉଟ ଫିଲଡ଼ରେ ସ୍ପିନ କରିବ କାମ । ଏମିତିକି ହାଇସ୍କୋର ହେବ ମ୍ୟାଚ । ଉଭୟ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଏକ ବଡ଼ ମ୍ୟାଚକୁ ଉପଭୋଗ କରିବ ସାରା ବିଶ୍ୱରେ ଥିବା କ୍ରୀଡାପ୍ରେମୀ । ତେବେ ଏଇ ୟୁଏଇ ପିଚରେ ଏହି 8 ଦଳର ପ୍ରଦର୍ଶନକୁ ନେଇ ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲଙ୍କ ସହ ସ୍ୱତନ୍ତ୍ର ଆଲୋଚନା, ‘‘କିଏ ହାତେଇବ ଆଇପିଏଲ ଟାଇଟଲ’’ ।  କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.