ଲକଡାଉନ ସମୟରେ ଖେଳାଳିମାନେ କିପରି ମ୍ୟାଚ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି - କାଶ୍ମୀରର ପ୍ରିମିୟର ଆଇ-ଲିଗ୍
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7445394-thumbnail-3x2-sports.jpg)
ଶ୍ରୀନଗର: କୋଭିଡ୍-19 ସର୍ବ୍ୟାପୀ ମହାମାରୀର ପ୍ରାଦୁର୍ଭାବ ପୂର୍ବରୁ ଖେଳପଡ଼ିଆରେ ଘଣ୍ଟା ଘଣ୍ଟା କାଳ ଅଭ୍ୟାସ କରି ଦିନ ବିତାଉଥିଲେ ମହମ୍ମଦ ହମ୍ମାଦ। ସେ କାଶ୍ମୀରର ପ୍ରିମିୟର ଆଇ-ଲିଗ୍ର ଜଣେ ଫୁଟ୍ବଲ ଖେଳାଳି। ଲକ୍ଡାଉନ୍ ଘୋଷିତ ହେବା ପରଠାରୁ ଏହି ପେସାଦାର ଖେଳାଳି ଜଣକ ଘରୁ ବାହାରକୁ ବାହାରି ନାହାନ୍ତି ସତ, କିନ୍ତୁ ତାଙ୍କ ଫିଟ୍ନେସ୍ ବଜାୟ ରଖିବା ଲାଗି ଘରେ ହିଁ ଫଳପ୍ରଦ ଭାବରେ ଅଭ୍ୟାସ ଚଳାଇଛନ୍ତି।