Exclusive: ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲବଦିନ ନୈବଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - gulbadin naib
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7994605-thumbnail-3x2-gf.jpg)
ହାଇଦ୍ରାବାଦ: 2019ବିଶ୍ବକପରେ ଆଫଗାନିସ୍ତାନ କ୍ରିକେଟ ଟିମର ଅଧିନାୟକ ଦାୟିତ୍ବ ତୁଲାଇଥିଲେ ଗୁଲବଦିନ ନୈବ । ଏହି ଆଫଗାନିସ୍ତାନ କ୍ରିକେଟର ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଅଫଗାନିସ୍ତାନ କ୍ରିକେଟର ପରିସ୍ଥିତି, ବଡିବିଲ୍ଡରରୁ କ୍ରିକେଟର ହେବାର ଯାତ୍ରା ଓ ଭାରତ କାହିଁକି ତାଙ୍କୁ ଭଲ ଲାଗେ ଖୁଲାସା କରିଛନ୍ତି । ଦେଖନ୍ତୁ ଅଲରାଉଣ୍ଡର ଗୁଲବଦିନ ନୈବଙ୍କ ସହ ଆମର ସ୍ବତନ୍ତ୍ର ସାକ୍ଷାତକାର..
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ