ଧୋନିଙ୍କ ଲିଟିଲ ରକଷ୍ଟାର ଜିଭା, ଗିଟାର ବଜାଇ ଗାଇଲେ ଗୀତ - ଧୋନିଙ୍କ ଲିଟିଲ ରକଷ୍ଟାର ଜିଭା
🎬 Watch Now: Feature Video

ହାଇଦ୍ରାବାଦ: ନିକଟରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ପରିବାର ସହ ମସୁରୀରେ ଛୁଟି କାଟିଥିଲେ ଧୋନି । ତେବେ ଏହି ଛୁଟି ବେଳେ ଧୋନିଙ୍କ ଲାଡଲି ଜିଭା ପାପା ଧୋନିଙ୍କ ସହ ଖୁବ ମସ୍ତି କରିଥିଲେ । ବରଫରେ ସ୍ନୋ ମ୍ୟାନ ତିଆରି କରିବା ସହ ଧୋନିଙ୍କ ସହ ସ୍ନୋ ଫାଇଟ ମଧ୍ୟ କରିଥିଲେ । ତେବେ ଏହି ଛୁଟିରେ ସବୁଠାରୁ ଆକର୍ଷଣୀୟ ଥିଲା କ୍ୟୁଟ ଜିଭାଙ୍କ ଗିଟାର ବଜାଇ ଗୀତ ଗାଇବା । ଜିଭା ସୁନ୍ଦର ଭାବେ ଗିଟାର ବଜାଇ ଏକ ଇଂରାଜୀ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା ।