thumbnail

By

Published : Jun 7, 2021, 7:08 PM IST

ETV Bharat / Videos

ବ୍ରାଇଡଲ ଲୁକରେ ଫଟୋ ପୋଷ୍ଟ କଲେ ୟାମି

ମୁମ୍ବାଇ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ୟାମି ଗୌତମ ଓ ନିର୍ଦ୍ଦେଶକ ଆଦିତ୍ୟ ଧର। ବର୍ତ୍ତମାନ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ନିଜ ବ୍ରାଇଡଲ ଲୁକ ସେୟାର କରିବାରେ ଲାଗିଛନ୍ତି ଅଭିନେତ୍ରୀ । ସେ ସୋମବାର ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ରାଇଟ୍ ରେଡ ଶାଢୀ ପିନ୍ଧିବା ସହ ସୁନା ଅଳଙ୍କାର କ୍ୟାରି କରୁଥିବାର ନଜର ଆସୁଛନ୍ତି । ଆଉ ମଥାରେ ସିନ୍ଦୂର ତାଙ୍କୁ ଖୁବ୍ ଆକର୍ଷଣୀୟ କରୁଛି । ଗତ 4 ତାରିଖରେ ନିଜ ପ୍ରେମିକଙ୍କୁ ସାଥ ଜନ୍ମର ସାଥି ସାଜି ସେ ବେଶ୍ ଖୁସି ନଜର ଆସୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.