ବିଦ୍ୟାଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା ସେରନୀ

By

Published : Jun 19, 2021, 10:34 PM IST

thumbnail
ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲାନ ନିଜର ଆଗାମୀ ଫିଲ୍ମ ‘ସେରନୀ’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଏକ ଭିନ୍ନ ଭୂମିକାରେ ଦେଖାଯିବେ । ଯେଉଁଥିରେ ତାଙ୍କୁ ପୂର୍ବରୁ ଦେଖିବାକୁ ମିଳିନାହିଁ । ନିକଟରେ ଏହି ଫିଲ୍ମର ଦମଦାର ଟ୍ରେଲର ସହ ଫିଲ୍ମର ପ୍ରଥମ ଗୀତ ‘ମେଁ ସେରନୀ’ ରିଲିଜ କରି ଦେଇଥିଲେ ମେକର୍ସ । ଫିଲ୍ମକୁ ନେଇ ବିଦ୍ୟା କହିଛନ୍ତି ଯେ, ସେରନୀ ଫିଲ୍ମ କରିବା ମୋ ପାଇଁ ଏକ ଚାଲେଞ୍ଜ ଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.