ଇନଷ୍ଟାଗ୍ରାମରେ ବାଣୀ କପୁରଙ୍କ ଭିଡିଓ ଭାଇରାଲ - ବାଣୀ କପୁର ନ୍ୟୁଜ
🎬 Watch Now: Feature Video

ମୁମ୍ବାଇ: ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ବାଣୀ କପୁର । ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାଣୀ ପୋଷ୍ଟ କରିଥିବା ଭିଡିଓ ଚର୍ଚ୍ଚାକୁ ଆସିଛି । ଭିଡିଓରେ ବାଣୀ ଏକ ବିକିନି ଟପ୍ ସାଙ୍ଗକୁ ଟ୍ରାଉଜର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ