ତାରାଙ୍କ ମୋନୋକ୍ରୋମ୍ ଫଟୋରେ ଫିଦା ଫ୍ୟାନ୍ସ - ତାରାଙ୍କ ମୋନୋକ୍ରୋମ୍ ଫଟୋରେ ଫିଦା ଫ୍ୟାନ୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11265999-846-11265999-1617450882416.jpg)
ହାଇଦ୍ରାବାଦ: ସୁନ୍ଦରୀ ଅଭିନେତ୍ରୀ ତାରା ସୁତାରିଆ ନିକଟରେ ଇନଷ୍ଟାଗ୍ରାମରେ ଏକ ମୋନୋକ୍ରୋମ୍ ଫଟୋ ପୋଷ୍ଟ କରିଛନ୍ତି । ବ୍ଲାକ ଆଣ୍ତ ହ୍ବାଇଟ ଫଟୋରେ ତାରାଙ୍କ ଏହି ହଟ ଅନ୍ଦାଜକୁ ଫ୍ୟାନ୍ସ ବହୁତ
ପସନ୍ଦ କରୁଛନ୍ତି । ଏବେ ତାରାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ...