ରୁବିନାଙ୍କ ସମର୍ଥନରେ ଜାନ, କହିଲେ ଜିତନ୍ତୁ ବିଗ ବସ 14 - ବିଗ୍ ବସ୍ -14 ରୁବିନା ଜିତନ୍ତୁ ଚାହୁଁଛନ୍ତି ଜାନ କୁମାର ସାନୁ
🎬 Watch Now: Feature Video

ମୁମ୍ବାଇ: ବିଗ୍ ବସ୍ 14 ର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗୀ ରୁବିନା ଦିଲେକଙ୍କୁ ଅନେକ ସେଲିବ୍ରିଟି ସମର୍ଥନ କରୁଛନ୍ତି । ବର୍ତ୍ତମାନ ଜାନ କୁମାର ସାନୁଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ବିଗ୍ ବସ୍ 14 ର ପ୍ରତିଯୋଗୀ ଜାନ ଯିଏ ଏବେ ବିଗ୍ ବସ୍ ଘରୁ ଆଉଟ ହୋଇଯାଇଛନ୍ତି ସେ ଚାହୁଁଛନ୍ତି ଯେ ରୁବିନା ବିଗ୍ ବସ୍ 14 ଟ୍ରଫି ଜିତନ୍ତୁ ।