thumbnail

By

Published : Jun 9, 2021, 11:37 AM IST

ETV Bharat / Videos

ମିଡିଆ ସହ ବର୍ଥଡେ ସେଲିବ୍ରେଟ କଲେ ଶିଳ୍ପା, ଭାଇରାଲ ଭିଡିଓ

ମୁମ୍ବାଇ: ମଙ୍ଗଳବାର ସେକ୍ସି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ 46 ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ସେ ନିଜ ଘର ବାହାରି ମିଡିଆଙ୍କ ସହ ଜନ୍ମଦିନ ସେଲିବ୍ରେଶନ କରିଥିଲେ । ଯାହାର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ସେ ଜନ୍ମଦିନ କେକ କାଟି ମିଡିଆ ବ୍ୟକ୍ତିଙ୍କୁ ଖାଇବାକୁ ମଧ୍ୟ ଦେଇଥିଲେ । ଫ୍ଲୋରାଲ ଜମ୍ପସୁଟରେ ଖୁବ୍ ସୁନ୍ଦର ନଜର ଆସୁଥିଲେ ଶିଳ୍ପା । ଅଭିନେତ୍ରୀ ତାଙ୍କ ଭଉଣୀ ସମିତା, ସ୍ବାମୀ ରାଜ କୁନ୍ଦ୍ରା ଏବଂ ପୁଅ ଭିଆନଙ୍କ ସହ ମିଶି ମିଡିଆ କ୍ୟାମେରା ପୋଜ ମଧ୍ୟ ଦେଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.