ମାୟାନଗରୀର ତାରକାଙ୍କ ଝଲକ - ମାୟାନଗରୀର ତାରକାଙ୍କ ଝଲକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11637657-278-11637657-1620122271544.jpg)
ମୁମ୍ବାଇ: କ୍ୟାମେରାରେ କଏଦ ହେଲେ ବଲିଉଡ ତାରକା । ବଲିଉଡ ଅଭିନେତା ଇମରାମ ହାଶମୀଙ୍କୁ ବାନ୍ଦ୍ରାସ୍ଥିତ ଏକ ଜିମ ବାହାରେ ଦେଖିବାକୁ ମିଳିଥିଲା । ଶମିତା ଶେଟ୍ଟୀ ଏକ କ୍ଲିନିକ୍ ବାହାରେ ନଜର ଆସିଥିଲେ । ଅପରପକ୍ଷେ ଏହି ସମୟରେ ଫାତିମା ସନା ଶେଖଙ୍କୁ ଏକ ପେଟ୍ କ୍ଲିନିକରେ ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ...