ଡ୍ରେସ୍ ପାଇଁ ତାରାଙ୍କୁ ଟ୍ରୋଲ କଲେ ଟ୍ରୋଲର୍ସ - ତାରା ସୁତାରିଆଙ୍କୁ ଟ୍ରୋଲ କଲେ ଟ୍ରୋଲର୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12137106-726-12137106-1623731134395.jpg)
ମୁମ୍ବାଇ: ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ଅଭିନେତ୍ରୀ ତାରା ସୁତାରିଆଙ୍କ ଭିଡିଓକୁ ନେଇ ଚର୍ଚ୍ଚା । ଯାହାକୁ ଆଧାର କରି ତାଙ୍କୁ ଟ୍ରୋଲ କରୁଛନ୍ତି ଟ୍ରୋଲର୍ସ । ରବିବାର ତାରା ନିଜ ମୁମ୍ବାଇସ୍ଥିତ ନିବାସ ପାଖରେ ନଜର ଆସିଥିଲେ । ଯେଉଁଠାରେ ମିଡିଆ କ୍ୟାମେରା ଦେଖି ଅନେକ ପୋଜ୍ ଦେଇଥିଲେ ସେ । ହେଲେ ତାଙ୍କ ଆଉଟଫିଟ୍ ସୋସିଆଲ ମିଡିଆ ୟୁଜର୍ସଙ୍କ ପସନ୍ଦ ଆସିନଥିଲା । ଯାହାଦ୍ବାରା ତାଙ୍କ ଟ୍ରୋଲର କରିବା ଆରମ୍ଭ କରିଦେଇଥିଲେ କିଛି ୟୁଜର୍ସ ।