ହର ଘର ତ୍ରିରଙ୍ଗାରେ ଜଗତସିଂହପୁରରେ ଉଡିବ 75 ହଜାର ତ୍ରିରଙ୍ଗା

By

Published : Aug 13, 2022, 8:20 PM IST

Updated : Feb 3, 2023, 8:26 PM IST

thumbnail
ଜଗତସିଂହପୁର: ଆଜି ଠାରୁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ 75 ହଜାର ତ୍ରିରଙ୍ଗା ଯୋଗାଇ ଦିଆଯାଇଥିବା କହିଛନ୍ତି ଜହତସିଂହପୁର ଜିଲ୍ଲାପାଳ । ବର୍ଷା ସତ୍ତ୍ବେ ଶନିବାର କିଛି ସଂଗଠନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ଇଟିଭି ଭାରତ, ଜଗତସିଂହପୁର
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.