Highway Landing: ଜରୁରୀକାଳୀନ ଅବତରଣ ଲାଗି ଟ୍ରାଏଲ, NHରେ ଓହ୍ଲାଇଲା ଲଢୁଆ ବିମାନ - ଆନ୍ଧ୍ରପ୍ରଦେଶରେ ଓହ୍ଲାଇଲା ଫାଇଟର ଫ୍ଲାଇଟ

🎬 Watch Now: Feature Video

thumbnail

By

Published : Dec 29, 2022, 4:09 PM IST

Updated : Feb 3, 2023, 8:37 PM IST

ଅମରାବତୀ: ଜାତୀୟ ରାଜପଥରେ ଓହ୍ଲାଇଲା ଫାଇଟର ପ୍ଲେନ । ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲା ଜାତୀୟ ରାଜପଥ ୧୬ରେ ଯୁଦ୍ଧ ଜାହାଜର ଟ୍ରାଏଲ ହୋଇଛି । ଜରୁରୀକାଳୀନ ଅବତରଣ ଲାଗି ଭାରତୀୟ ବାୟୁସେନା (IAF)ର AN-୩୨, ଲଢୁଆ ବିମାନ ସୁଖୋଇ ଓ ତେଜସର ଟ୍ରାଏଲ ହୋଇଛି । ଦକ୍ଷିଣ ଭାରତରର ପ୍ରଥମ ଜରୁରୀକାଳୀନ ଅବତରଣ ସୁବିଧା(Emergency Landing Facility) ଲାଗି ବାପତଲା ଜିଲ୍ଲାର ଏହି ରନୱେକୁ ବ୍ୟବହାର କରାଯିବା ନେଇ ହୋଇଛି ଏହି ଟ୍ରାଏଲ ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.