T20 World Cup : ଏମିତି ରହିଥିଲା ବିଶ୍ବ ଚମ୍ପିଆନ୍‌ର ସେଲିବ୍ରେସନ୍ - 2022 T20 ବିଶ୍ବ ଚମ୍ପିଆନ ଇଂଲଣ୍ଡ

🎬 Watch Now: Feature Video

thumbnail

By

Published : Nov 14, 2022, 3:43 PM IST

Updated : Feb 3, 2023, 8:32 PM IST

ମେଲବର୍ଣ୍ଣ: 2022 ଟି20(T20 World Cup) ବିଶ୍ବ ଚମ୍ପିଆନ ହେଲା ଇଂଲଣ୍ଡ । ଟ୍ରଫି ଉଠାଇଲେ ବଟଲର ବାହିନୀ । ମିଶନ ମେଲବର୍ଣ୍ଣରେ ସଫଳ ହୋଇଛି ଇଂଲିସ୍ ଟିମ୍ । ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଇଂଲଣ୍ଡ ହୋଇଛି ବିଶ୍ବ ବିଜେତା । ଏହି ବିଜୟୀ ପରେ ଦଳ ଖୁସିରେ ଆତ୍ମହରା ହୋଇଥିବ ନଜର ଆସିଛି । ଖୁସିରେ ମସଗୁଲ ହୋଇ କରିଛନ୍ତି ସେଲିବ୍ରେସନ । ଶେଷ ଥର ପାଇଁ ଇଂଲଣ୍ଡ ୨୦୧୦ ମସିହରେ ଟି20 ବିଶ୍ବକପ ବିଜୟୀ ହୋଇଥିଲା । ଦୀର୍ଘ ୧୨ ବର୍ଷ ପରେ ଇଂଲଣ୍ଡର ଅପେକ୍ଷାର ଅନ୍ତ ଘଟିଛି । ଜୋସ୍ ବଟଲରଙ୍କ ନେତୃତ୍ବରେ ଦଳ ୨୦୨୨ ଟି20 ବିଶ୍ବକପ ଟାଇଟଲ ହାତେଇବାରେ ସଫଳ ହୋଇଛି । ତେବେ ଦେଖନ୍ତୁ ଏମିତି ରହିଥିଲା ଚମ୍ପିଆନ ଟିମ୍‌ର ସେଲିବ୍ରେସନ ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.