ହିମାଚଳ ମୁଖ୍ୟମନ୍ତ୍ରୀ ଛକାପଞ୍ଝା: ନାରାବାଜୀ କଲେ ପ୍ରତିଭା ବୀରଭଦ୍ର ସିଂଙ୍କ ସମର୍ଥକ

By

Published : Dec 10, 2022, 9:11 PM IST

Updated : Feb 3, 2023, 8:35 PM IST

thumbnail
ହାଇଦ୍ରାବାଦ: କଂଗ୍ରେସ ବହୁମତ ପାଇଥିବା ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ରାଜନୀତି ଆରମ୍ଭ ହୋଇଛି (Pratibha Singh supporter raise slogans in Shimla)। ଆଜି ଅପରାହ୍ନରେ ଦଳ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଚୂଡାନ୍ତ କରିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଲାଣି । ବର୍ତ୍ତମାନ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ବୀରଭଦ୍ର ସିଂଙ୍କ ସମର୍ଥକମାନେ ରାଜଧାନୀ ଶିମଲାରେ ନାରାବାଜୀ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.